Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ମୁଭିଏକ୍ସ୍ ସିନେମା ହଲ୍ ରେ ଚଳଚ୍ଚିତ୍ର ମହାକାଳ ର ଶୁଭ ମୁକ୍ତି ଅବସରରେ ଯୋଗ ଦେଲେ ଅତିରିକ୍ତ ଜିଲ୍ଲାପାଳ

Baleshwar M, Balasore | Dec 19, 2025
ବାଲେଶ୍ଵର ଓଟି ରୋଡ ସ୍ଥିତ ମୁଭିଏକ୍ସ ସିନେମା ହଲ୍ ରେ ଶୁକ୍ରବାର ଅପରାହ୍ନ ୪:୩୦ରେ ଚଳଚ୍ଚିତ୍ର ମହାକାଳ ର ଶୁଭ ମୁକ୍ତି ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, କ୍ରୀଡ଼ା ଅଧିକାରୀ, କଳାକାର, ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।