କୋରାପୁଟ ସହର: ରାଜୁ ପୁଟ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ବୃକ୍ଷ ରୋପଣ କଲେ ଜିଲ୍ଲାପାଳ
Koraput Town, Koraput | Sep 2, 2025
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସେମିଳିଗୁଡା ବ୍ଳକ ରାଜୁ ପୁଟ ପଞ୍ଚାୟତ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ସ୍ଥିତି...