ତେବେ ଉପ ଜିଲ୍ଲାପାଳଙ୍କୁ ପଚାରିବାରୁ କିଛି ଦିନ ପୂର୍ବେ ଦୁବାଇରେ ଯେଉଁ ପରିବାର ହସ୍ତାଙ୍କୁ ରଖିଛନ୍ତି ହସ୍ତାଙ୍କ ପରିବାରକୁ କିଛି ଅର୍ଥ ପଠାଇବା ସହ ଅତି ଶୀଘ୍ର ହସ୍ତାକୁ ପଠେଇ ଦେବୁ ବୋଲି କହିଥିବା ପ୍ରକାଶ କରିଛନ୍ତି। ତେବେ ଅନ୍ୟ ହସ୍ତାଙ୍କ ସ୍ବାମୀ ପ୍ରେମା ମହାନନ୍ଦ୍ ଆଉ ଗୋଟିଏ ବିବାହ କରି ଦୁଇ ବର୍ଷର ପୁଅ ଟିଏ ମଧ୍ୟ ହେଲାଣି। ତେବେ ହସ୍ତାଙ୍କୁ ତାଙ୍କର ସ୍ବାମୀ କାହିଁକି ଏପରି ଅବସ୍ଥାରେ ରଖି ଅନ୍ୟତ୍ର ବିବାହ କଲେ ତାଙ୍କୁ ବେଶୀ ପଚରା ଉଚୁରା କଲେ ସବୁ ତଥ୍ୟ ଉଜାଗର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।