କୋରାପୁଟ ସହର: ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ହାରାହାରି 149 ମିଲିମିଟର ବର୍ଷା ହୋଇଥିବା ସୂଚନା ଦେଇଛି କୋରାପୁଟ ଜରୁରୀକାଳୀନ ବିଭାଗ।
କୋରାପୁଟ ...ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ହାରାହାରି 149 ମିଲିମିଟର ବର୍ଷା ହୋଇଥିବା ସୂଚନା ଦେଇଛି କୋରାପୁଟ ଜରୁରୀକାଳୀନ ବିଭାଗ। ଜିଲ୍ଲାର କୋଟପାଡ଼ ବ୍ଲକ୍ ରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବା ବେଳେ ଲକ୍ଷ୍ମୀପୁର ରେ 41 ମିଟର ବର୍ଷା ହୋଇଚି। ଟିକ ସେଇପରୀ ବନ୍ଧୁଗାଁ ରେ ବର୍ଷା ହୋଈ ନଥିବା ବେଳେ ନନ୍ଦପୂର୍ ରେ ଏକ ମିଲିମିଟର ବର୍ଷା ହୋଇଥିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଜରୁରୀକାଳୀନ ବିଭାଗ।