କୋରାପୁଟ ସହର...ଆଜି ବାର୍ ଟା ସମୟରେ କୋରାପୁଟ ସଦର ଥାନା ଅନ୍ତର୍ଗତ ପୁଟୁ ମାରି ଗାଁ କୁ ରାସ୍ତା ହେବ କେବେ । ସ୍ୱାଧୀନତା ର ୭୯ ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ପକା ରାସ୍ତା। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତ ଅଧିନସ୍ଥ ପୁ ଟୁ ମାରି ଗାଁ ରେ ନାହିଁ ପକା ରାସ୍ତା। ଗ୍ରାମର କୌଣସି ଲୋକର ଦେହ ଖରାପ ହେଲେ କିମ୍ବା ପ୍ରସୂତି ମହିଳା ଙ୍କୁ ହସ୍ପିଟାଲ ନେବାକୁ ହେଲେ ୪ ରୁ ୫ କିମି ଭାର ରେ ବହି ପାଇକ ପୁକି ଛକ କି ୨ରୁ ୩ କିମି କଦମ ଝଲା ଗାଁ ନିକଟକୁ ନେଇ ସେଠାରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ କୁ ନେବାକୁ ପଡ଼େ ବାଲି ଗ