ନବରଙ୍ଗପୁର ପୋଲିସ ଷ୍ଟେସନ: ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ଵିଭାଗ ରେ ବିଶ୍ୱ ଅଣ୍ଡା ଦିବସ ପାଳିତ
ପ୍ରାଣୀ ସମ୍ପଦ ଵିଭାଗ ରେ ବିଶ୍ୱ ଅଣ୍ଡା ଦିବସ ପାଳିତ ନବରଙ୍ଗପୁର ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଅଣ୍ଡା ଦିବସ – ୨୦୨୫ ପାଳିତ ହୋଇଯାଇଛି।ଏହି ଅବସରରେ ଏହି ବର୍ଷର ବିଷୟ ବସ୍ତୁ" ଶକ୍ତିଶାଳୀ ଅଣ୍ଡା ପ୍ରାକୃତିକ ପୋଷଣରେ ଭରପୁର "ଏକ ଜିଲ୍ଲା ସ୍ତରୀୟ ଉତ୍ସବକୁ ନେଇ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟାକ୍ରମରେ ମୋଟ ୫୦ରୁ ଉର୍ଦ୍ଧ ଅଂଶଗ୍ରାହୀ ଯୋଗ ଦେଇଥିଲେ ଯଥା ଅଙ୍ଗନବାଡି କର୍ମୀ, ଅଗ୍ରଣୀ କୁକୁଡା ଚାଷୀ, କୁକୁଡା ଚାଷ ଉଦ୍ୟୋଗୀ, ସମସ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀ ଧନ ନିରିକ୍ଷକ ଏବଂ ଅନ୍ୟନ୍ୟ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ ।