Public App Logo
Jansamasya
National
Happydiwali
Railinfra4andhrapradesh
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv

କୋରାପୁଟ ସହର: ଜମିଜମା ବିବାଦ କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ର ଦ୍ବାରସ୍ଥ ହେଲେ ପାଖନାଗୁଡାର ଦଂପତି।

Koraput Town, Koraput | Oct 21, 2025
କୋରାପୁଟ ସହର....ଜମିଜମା ବିବାଦ କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ର ଦ୍ବାରସ୍ଥ ହେଲେ ପାଖନାଗୁଡାର ଦଂପତି।ଆଜି ଦିନ ଏଗାର ଟା ସମୟରେ ଦମ୍ପତି ଆସି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଥିଲେ। ବିଗତ ପାଞ୍ଚ ବର୍ଷ ହେବ ଲାଗି ରହିଛି ଜାଗା ବିବାଦ। ପଟାଧାରୀ ନ୍ୟାୟ ପାଇଁ ହନ୍ତସନ୍ତ ହେଉଛନ୍ତି ଦମ୍ପତି।କୁନ୍ଦୁରା ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି କୋରାପୁଟ ଜିଲ୍ଲାପାଳ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରି ଶେଷ ରେ ନ୍ୟାୟ ପାଇବା ପାଇଁ ଆଜି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହୋଇଛନ୍ତି।

MORE NEWS