ନୂଆଗାଁ ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁ ପରିସରରେ ବିଦ୍ୟାଳୟର ପ୍ରିନ୍ସିପାଲ ତନୁଜା ନନ୍ଦିନୀ ତନ୍ତୀଙ୍କ ତତ୍ତ୍ଵାବଧାନରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା 'କ' ଜ୍ୟୋତି ଦଳରସା ଟେଟେ, ନୂଆଗାଁ ବିଇଓ ସାଲଗିମନୀ ଟୁଡୁ,ଖୁଣ୍ଟଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ସୁମିତ୍ରା ଓରାମ,ଏସଏମସି ଉପସଭାପତି ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।