କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଡାକ ବଙ୍ଗଳା ଠାରେ ରିଷିପୁର ଗ୍ରାମପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ନିଜ ଦଳ ଛାଡି ବିଜେପି ରେ ମିଶିଲେ
Kabisuryanagar, Ganjam | Aug 8, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସଶକ୍ତ ହେଉଛି ବିଜେପି, ଭୁଷୁଡୁଛି ବିଜେଡି, ନିଜ ଦଳ ଛାଡି ବିଜେପି ରେ ସାମିଲ ହେଉଛନ୍ତି...