ବଡସାହି: ଖାଦ୍ୟ ଅନ୍ୱେଷଣରେ ଫାଳଝରି ଗାଁ ଭିତରକୁ ପଶିବାକୁ ବିଶାଳ ଦନ୍ତାହାତୀର ଉଦ୍ୟମ, ଗାଁଲୋକଙ୍କ ହୋହାଲ୍ଲା ପରେ ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ କଲା ହାତୀ
Barsahi, Mayurbhanj | Sep 7, 2025
ବେତନଟୀ ରେଞ୍ଜ ଅଧୀନ ସଇତପୁର ପଞ୍ଚାୟତର ଫାଳଝରି ଗାଁକୁ ରବିବାର ରାତି ଏଗାରଟାରେ ଏକ ବିଶାଳ ଦାନ୍ତହାତୀ ପଶି ଆସିଥିବା ବେଳେ ଗ୍ରାମରେ ଭୟର...