ବାଙ୍ଗିରିପୋଷି: କୁଳିଅଣା ବ୍ଲକର ସମ୍ମିଳନୀ କକ୍ଷରେ ସମ୍ପ୍ରଦାୟ ଭିତ୍ତିକ ଜଳ ପରିଚାଳନା ଉପରେ ଦକ୍ଷତା ବିକାଶ ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଳିଅଣା ବ୍ଲକର ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପ୍ରାୟ ୧୨ ଟା ରୁ ୨ ଟା ଯାଏଁ ସମ୍ପ୍ରଦାୟ ଭିତ୍ତିକ ଜଳ ପରିଚାଳନା ଉପରେ ଦକ୍ଷତା ବିକାଶ ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।