ଆସନ୍ତା ଡ଼ିସେମ୍ବର ୧ ତାରିଖ ରେ ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ହେବାକୁ ଯାଉଥିବା ସମଗ୍ର ତାଳଚେର ନିର୍ବାଚନ ମଣ୍ଡଳୀ ରେ ମାଳବାହୀ ଟ୍ରେନ ରେ ପlଲବନ୍ଧା ଅନିୟମିତତା ବାବଦରେ ଅର୍ଥନୈତିକ ଅବରୋଧ ପାଇଁ ତାଳଚେର ରେଳ ଷ୍ଟେସନ ର ଏରିଆ ରେଲୱେ ମ୍ୟାନେଜରଙ୍କୁ ଏକ ଦାବିପତ୍ର ଦିଆଗଲା।ଏ ଜନ ଆନ୍ଦୋଳନ ତାଳଚେରବାସି ଙ୍କ ହକ ଏବଂ ନାର୍ଯ୍ୟ ଦାବି ର ଲଢେଇ ଅନୁରୋଧ ଆପଣ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ।