ନୂଆପଡା: ସାଲିହା ଠାରେ ସାଲିହା ଗଡ କ୍ରାନ୍ତି ଦିବସ ୨୦୨୫ପାଳିତ।
ଆଜି ସକାଳ ନଅଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସାଲିହା ପଞ୍ଚାୟତ ସାଲିହା ଗ୍ରାମ ରେ ଅବସ୍ଥିତ ସାଲିହା ସ୍ମୃତି ସ୍ତମ୍ଭ ନିକଟରେ ସାଲିହା ଗଡ କ୍ରାନ୍ତି ଦିବସ ୨୦୨୫ ପାଳିତ ହୋଇଯାଇଛି।ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ କଳାହାଣ୍ଡି ର ପୂର୍ବ ସାଂସଦ ବସନ୍ତ ପଣ୍ଡା ଛତିଶଗଡ଼ ମହସମୁନ୍ଦ ର ପୂର୍ବ ସାଂସଦ ଚୁନି ଲାଲ ସାହୁ ଓ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ।