ସଦର: ଭବାନୀପାଟଣାରେ ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ହେଲେ ସାମିଲ
ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାଇବର ସଚେତନା ରଥ ପରିକ୍ରମା କରାଯାଇଥିଲା। ଭବାନୀପାଟଣା SSD ହାଇସ୍କୁଲ ପରିସରରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ସଧାରଣ ଜନତା ସାମିଲ ହୋଇଥିଲେ। କାର୍ଯକ୍ରମ ରେ ସାଇବର ସୁରକ୍ଷା ନେଇ ଟିପ୍ସ ଦିଆଯାଇଥିଲା।