ହିଞ୍ଜିଳି: ଜନସମୁଦ୍ର ର ଭିଡରେ ପାଳିତ ହେଲା ବିଜେଡି ର ପଦଯାତ୍ରା
ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି l
Hinjili, Ganjam | Nov 10, 2025 ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି l ହିଞ୍ଜିଳି କାଟୁ ମିନି ଷ୍ଟାଡିଅମ ରୁ ହଜାର ହଜାର ବିଜେଡି ସମର୍ଥିତ ନେତା ଏବଂ ଜନତା ଙ୍କୁ ନେଇ ପଦଯାତ୍ରା ହୋଇଛି l ଏହି ପଦଯାତ୍ରା ଟି ପାଟଣା ସାହି, ରଜା ସାହି, ପରିକ୍ରମା କରି ହିଞ୍ଜିଳି କାଟୁ ବସଷ୍ଟାଣ୍ଡ ଠାରେ ବିରାଟ ସମାବେଶ ଦେଖି ବିରୋଧୀ ଭୟରେ ଛାନିଆ ହୋଇଥିବା ଦେଖିବାକୁ ମିଳିଛି l ଉକ୍ତ ପଦଯାତ୍ରା ଟି ଡି ଆର ଡି ନମିନ ଦେବାନନ୍ଦ ମହାପାତ୍ର ନେତୃତ୍ୱ ରେ ପାଳିତ ହୋଇଯାଇଛି l ହିଞ୍ଜିଳି କାଟୁ ବ୍ଲକ ର ନମିନ ଏ ସୁଦର୍ଶନ, ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଳେଇ ଉପସ୍ଥିତ ଥିଲେ।