Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଦେବଗଡ: ବାରକୋଟ ଥାନା ଅଂଚଳର ୩ଟି ଦୋକାନରୁ ମାଦକ ଦ୍ରବ୍ୟ ଜବତ କଲା ପୋଲିସ

ପୋଲିସର ଅପରେସନ ପ୍ରହାର । ବାରକୋଟ ଥାନା ଅଂଚଳରେ ପୋଲିସ ଚଢଉ କରି ୩ଟି ଦୋକାନରୁ ମାଦକ ଦ୍ରବ୍ୟ ଜବତ କରିଛି । ଶିକ୍ଷାନୁଷ୍ଠାନ ତଥା ଜନଗହଳୀପୂର୍ଣ୍ଣ ସ୍ଥାନରେ ବେଆଇନ ଭାବେ ସିଗାରେଟ ଏବଂ ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ବେଳେ ପୋଲିସ ଚଢଉ କରି ସେସବୁ ଜବତ କରିଥିବା ଜଣାପଡିଛି । ଏଥିସହ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ରାତି ୯ ଟାରେ ଥାନ ଅଧିକାରୀ ସୂଚନା ଦେଇଛନ୍ତି ।

MORE NEWS