ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସହିଦନଗର ଗଣେଶ ପୂଜା ମଣ୍ଡପ ରୁ ଚୋରି ଘଟଣା, ଥାନାରେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ପୂଜା କମିଟି ସଦସ୍ୟ
Bhubaneswar M Corp, Khordha | Sep 1, 2025
ସହିଦନଗର ଗଣେଶ ପୂଜା କମିଟି ଭିତରେ ପସି ଚୋରି ଘଟଣା | ଥାନାରେ ଅଭିଯୋଗ ପରେ ପୋଲିସର ଛାନବିନ | କାର ରେ ଆସି ପୂଜା ମଣ୍ଡପ ରେ ପଶି ସାଉଣ୍ଡ...