ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ରବିବାର ସନ୍ଧ୍ୟା 7 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରରେ ବିଦ୍ୟୁତ କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ଆସନ୍ତା କାଲି ସକାଳ 9 ଘଣ୍ଟା ସମୟରୁ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି ।