ଅକ୍ଟୋବର ୨୫ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ସମ୍ବାଦ ସାହିତ୍ୟ ଘରର ମାସିକ ଆସର ସେକ୍ଟର ୫ ସ୍ଥିତ କଲଚୁରାଲ ଏକାଡେମୀର ସଭାଗୃହରେ ନଳିନୀକାନ୍ତ ଧରଙ୍କ ସଭାପତିତ୍ବ ଓ ପ୍ରଶାନ୍ତ କୁମାର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା, ଉପନ୍ୟାସ ସମ୍ରାଟ ବିଭୁତି ପଟନାୟକଙ୍କ ୮୯ତମ ଜନ୍ମ ଦିନ ଅବସରରେ ଆଲୋଚନା ଚକ୍ରର ବିଷୟ ଥିଲା -- "ବିଭୁତି ପଟନାୟକଙ୍କ ରଚନାରେ ପ୍ରଗତିଶୀଳ ଚିନ୍ତାଧାରାର ସ୍ୱର " ମୁକ୍ତବକ୍ତା ଭାବେ ବିଶିଷ୍ଟ ଐତିହାସିକ ଓ ଅବସରପ୍ରାପ୍ତ ଅଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ଓ ମୁଖ୍ୟଅତିଥି ଭାବେ ଟାଟା ଷ୍ଟିଲର ଅବସରପ୍ରାପ୍ତ mahapr,