ରାୟଗଡା: ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଙ୍କ ଗୁଣପୁର ବ୍ଲକ ସଭା ଗୃହରେ ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ର ସଭା ଗୃହ ପରିସରରେ ଜିଲ୍ଲା ଉନ୍ନ୍ ୟନ ଅଧିକାରୀ ଙ୍କ ବିଭିନ୍ନ କାର୍ଯ୍ୟ ଉପରେ କଲେ ସମୀକ୍ଷା ଏହି ସନୟ ରେ ଗୁଣପୁର ବିଡ଼ିଓ ଙ୍କ ସହ ସମସ୍ତ ବ୍ଲକ ଷ୍ଟାପ ମାନେ ଉପସ୍ଥିତ ରହିଥିଲେ