ବଡସାହି: ବାଲକା ଉପକଣ୍ଠ ରେଣ୍ଟାସାହି ଗାଁର ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ, ମୃତଦେହ ଜବତକଲା ବୈଶିଙ୍ଗା ପୁଲିସ, ରବିବାର ହେବ ଶଵ ବ୍ୟବଚ୍ଛେଦ
Barsahi, Mayurbhanj | Sep 13, 2025
ବୈଶିଙ୍ଗା ଥାନା ଗଡ଼ଦେଉଳିଆ ପଞ୍ଚାୟତ ଅଧୀନ ବାଲକା ଉପକଣ୍ଠ ରେଣ୍ଟାସାହି ଗାଁର ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ ଘଟଣାରେ ଶନିବାର ରାତି ୯ଟାରେ...