କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅନୁଷ୍ଟିତ। କୋରାପୁଟ ସହର ...କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ଅଧ୍ୟାପକ ହଲ ଠାରେ ଜାତୀୟ ସ୍ବେଛାକୃତ ରକ୍ତ ଦାନ ଦିବସ ଅନୁଷ୍ଠିତ ହୋଇଥିଲା। ଆଜି ପାଞ୍ଚ ଟା ସମୟରେ ଏହି କାର୍ଯ୍ୟକ୍ରମରେ କୋରାପୁଟ ରକ୍ତଭଣ୍ଡାର ଅଧିନ ରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଥିବା ବିଭିନ୍ନ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ-ଆମ ଓଡ଼ିଶା' ଜୟପୁର ୟୁନିଟକୁ ଶ୍ରେଷ୍ଠ ଆୟୋଜକ ଭାବେ ପୁରଷ୍କୃତ କରାଯାଇଥିଲା। ଏହି କ