ହୀରାକୁଦ କ୍ରୀଡା ସଂସଦର ସମସ୍ତ କର୍ମକର୍ତାକୁ ନେଇ ଚଳିତ ବର୍ଷ ଓ ଆସନ୍ତା ବର୍ଷ ମାନଙ୍କରେ ଯେଉଁ ଯେଉଁ ଖେଳ ପ୍ରତିଯୋଗିତା ହେବାକୁ ଯାଉଛି ତାକୁ ନେଇ ଆଜି ରାତି 8 ଟା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କ୍ରୀଡା ସଂସଦର ସାଧାରଣ ସଂପାଦକ ପ୍ରତାପ ତାଣ୍ଡି ଉପ ସଭାପତି କାର୍ତିକ କଲେତ କ୍ରୀଡା ସମ୍ପାଦକ ସୁଦେଶ ନାଗ କ୍ରିକେଟ ସମ୍ପାଦକ ବିଘ୍ନେଶ୍ୱର ପାଣିଗ୍ରାହୀ, ପ୍ରହଲ୍ଲାଦ ତାଣ୍ଡି, ଅନିଶ ସାହୁ କବି କୁମାର, ଅଭିସେକ ଦାସ ,ସୈଖ ଚାନ୍ଦ ବାବୁ, ସୋନେଶ ଶର୍ମା ଓ ଅନ୍ୟାନ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ