ଭଦ୍ରକ ଗ୍ରାମାଞ୍ଚଳ: କଣ୍ଟାପାଳ ଚରମ୍ପା ଠାରେ ଭାସ୍କର ଚନ୍ଦ୍ର ଚୌଧିରୀ ଙ୍କୁ ହତ୍ୟା ଘଟଣା,ପୋଲିସ ନିରବ ନେଇ ଆଜି ସଦର ଠାରେ ପ୍ରତିକ୍ରିୟା ରଖିଲେ ସ୍ତ୍ରୀ
Bhadrak Rural, Bhadrak | Jun 8, 2025
ତେବେ ସାମାନ୍ୟ ବଚସା କୁ ନେଇ କଣ୍ଟାପାଳ ଚରମ୍ପା ଠାରେ ଭାସ୍କର ଚନ୍ଦ୍ର ଚୌଧିରୀ ଙ୍କୁ ହତ୍ୟା କରାଯାଇଛି! ପୋଲିସ କିଛି ନ୍ୟାୟ ଦେଉ ନାହିଁ!...