ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ସହରରେ ହେଉଥିବା ଲକ୍ଷ୍ମୀପୂଜା ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସାଜସଜ୍ଜା ଉପକରଣ, ବାଜା ସହିତ ବହୁ ଉଚ୍ଚ କୋଟିର ସାଉଣ୍ଡ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ନ ଚାରିଟା ବେଳେ ଭଷାଣୀ ଆରମ୍ଭ ହୋଇଥିବା ବେଳେ ଏହା ରାତି ଦଶଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।