ଭୋଗରାଇ: ପାରିବାରିକ କଳହରୁ କାନ୍ଥିଭଉଁରୀ ରେ ଯୁବକଙ୍କ ଉନ୍ମତ କାଣ୍ଡ, ଦୀର୍ଘ ସମୟ ଅପରେସନ ପରେ ଗଛରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଓ ପୋଲିସ
Bhograi, Balasore | Aug 3, 2025
ଭୋଗରାଇ ବ୍ଲକ କାନ୍ଥିଭଉଁରୀ ପଞ୍ଚାୟତ ଅଧୀନ ବଡ଼ପାହି ଗ୍ରାମର ଯୁବକ ଗଛରେ ଚଢି ବେକରେ ରସି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଘଟଣା...