କେନ୍ଦ୍ରାପଡା: ଶ୍ରମ କାର୍ଯ୍ୟାଳୟରେ ମୃତ୍ୟୁକାଳୀନ ଆର୍ଥିକ ସହାୟତା ପାଇଁ ମଗାଯାଉଛି ଲାଞ୍ଚ, ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କଲେ ଜୁଣଗାଁର ସ୍ୱର୍ଣ୍ଣଲତା ସାହୁ
Kendrapara, Kendrapara | Aug 25, 2025
ବାପାଙ୍କ ମୃତ୍ୟୁ ପରେ ଜିଲା ଶ୍ରମ କାର୍ଯ୍ୟାଳୟକୁ ମୃତ୍ୟୁକାଳୀନ ସହାୟତା ପାଇଁ ଦୌଡୁଛନ୍ତି ଜୁଣ ଗ୍ରାମର ଅଭିଆଡ଼ି ଝିଅ ସ୍ଵର୍ଣଲତା l ଆର୍ଥିକ...