ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନାଲକୋ ର ଫେକ ଜଏନିଂ ଲେଟର ଦେଇ ଜଣେ ଗିରଫ ହେବା ଘଟଣା, ବଡଗଡ଼ ଥାନା ରେ ଅଭିଯୋଗ କଲେ ଆଉ ଜଣେ ଯୁବକ
ନାଲକୋ ର ଫେକ ଜଏନିଂ ଲେଟର ଦେଇ ଜଣେ ଗିରଫ ହେବା ଘଟଣା, ବଡଗଡ଼ ଥାନା ରେ ଅଭିଯୋଗ କଲେ ଆଉ ଜଣେ ଯୁବକ | ନାଲକୋ ର ଫେକ ଜଏନିଂ ଲେଟର ଦେଇ ଜଣେ ଗିରଫ ହେବା ଘଟଣା | ଆଜି 3.21ରେ ବଡଗଡ଼ ଥାନା ରେ ଅଭିଯୋଗ କଲେ ଆଉ ଜଣେ ଯୁବକ | ନରେଶ ବାରିକ ଙ୍କୁ ବାନ୍ଧିଲା ବଡଗଡ଼ ଥାନା ପୋଲିସ | ତା ନିକଟରୁ ନାଲକୋ ର ଫେକ ଜଏନିଂ ଲେଟର, ଗେଟ ପାସ ଏବଂ ମେଡିକାଲ ଫିଟନେସ ସାର୍ଟିଫିକେଟ ଜବତ କରିଛି ପୋଲିସ | ଫେକ ଜଏନିଂ ଲେଟର ଦେଇ ଜଣେ ଯୁବକଙ୍କ ଠାରୁ 18ଲକ୍ଷ ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ | ଥାନାରେ ଅଭିଯୋଗ ହେବା ପରେ ବାନ୍ଧିଲା ପୋଲିସ |