ଧର୍ମଗଡ: ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ପାଇଁ କଲମପୁର ପୁଲିସ ଥାନା ପକ୍ଷରୁ ଆୟୋଜିତ ହେଲା ଗଣ ଦୌଡ଼ ଏବଂ ଶପଥ ପାଠ କାର୍ଯ୍ୟକ୍ରମ
ଶୁକ୍ରବାର ସକାଳେ କଲମପୁର ପୁଲିସ ଥାନା ପକ୍ଷରୁ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ପାଇଁ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଲମପୁର ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ପୁଲିସ ଥାନା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।