POSH ଆଇନ–୨୦୧୩ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ VSSUT, ବୁର୍ଲା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି – ଡ଼. ପୁଷ୍ପାଞ୍ଜଳି ପାଣ୍ଡା, ଉପଜିଲ୍ଲାପାଳ, ସମ୍ବଲପୁର ଯୋଗ ଦେଇଥିଲେ l ସେପଟେ କାର୍ଯ୍ୟସ୍ଥଳରେ ଯୌନ ଉତ୍ତ୍ୟାଚାର ଓ ସଚେତନତା କୁ ନେଇ ଆଲୋଚନା କରାଯାଇଥିଲା ଏହି ଅବସରରେ ଆଇନଗତ ସୂଚନା ଏବଂ ନାଟ୍ୟ ପ୍ରଦର୍ଶନ ମଧ୍ୟ ହେଇଥିବା ନେଇ ଆଜି ରାତି 9ଟାରେ vssut ପକ୍ଷରୁ ସୂଚନା ମିଳିଛି l