ସୋହେଲା: ଘେଁସ ବଡଜୋର ପେଟୁପାଲି ମଧ୍ୟସ୍ଥ ଵରଗଛ ରେ ଆଞ୍ଚଳିକ ସତସଙ୍ଗ ଗୋଷ୍ଠିର ତ୍ରିଦିଵସିୟ ଭାଗଵତ ପ୍ରଵଚନ ଏଵଂ ପାରାୟଣ ପାଇଁ କଲସଯାତ୍ରା ଅନୁଷ୍ଠିତ
ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ବଡଜୋର ପେଟୁପାଲି ମଧ୍ୟସ୍ଥ ଵରଗଛ ଠାରେ ଆଞ୍ଚଳିକ ସତସଙ୍ଗ ଗୋଷ୍ଠିର ତ୍ରିଦିଵସିୟ ଭାଗଵତ ପ୍ରଵଚନ ଏଵଂ ପାରାୟଣ ୧୯ତମ ବାର୍ଷିକ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ 11 AM ଟା ସମୟରେ ଅଞ୍ଚଳର ଶତାଧିକ ମହିଳା ପୂର୍ଣ୍ଣକଳସ ରେ ପାଣି ବୋହି ପୂଜା ମଣ୍ଡପକୁ ଆଣିଲା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପରେ ଭାଗବତ ଚର୍ଚା ହୋଇଥିଲା ।