ଦେବଗଡ: ପଂଚମ ଦିବସରେ ଦେବଗଡର ପ୍ରସିଦ୍ଧ ଗଣେଶ ମେଳା; ଆଧୁନୀକ ସଙ୍ଗୀତର ତାଳେ ତାଳେ ଜମିଲା ସାଂସ୍କୃତିକ ମଣ୍ଡପ, ଝୁମିଲେ ଦର୍ଶକ
Debagarh, Debagarh (Deogarh) | Aug 31, 2025
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳା ରବିବାର ପଂଚମ ଦିବସରେ ପହଂଚିଥିବା ବେଳେ ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା ।...