ଭଟଲି: ପଶ୍ଚିମଓଡିଶାର ଶ୍ରୀକ୍ଷେତ୍ର ଭଟଲୀ ଦଧିବାମନ ମନ୍ଦିର ରେ ଆଜି ଶନିବାର ସ୍ବତନ୍ତ୍ର ସଂନ୍ଧ୍ଯାଆଲତୀ ରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ
ପଶ୍ଚିମଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲୀ ର ଦଧିବାମନ ମନ୍ଦିର ରେ ଆଜି 7 PM.ରେ ସଂନ୍ଧ୍ଯାଆଲତୀ ସମୟରେ ପ୍ରତି ଶନିବାର ରେ ସ୍ବତନ୍ତ୍ର ସଂନ୍ଧ୍ଯାଆଲତୀ ହୋଇଥିଲା ଯୋଉଥିରେ କି ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।