ନବରଙ୍ଗପୁର ପୋଲିସ ଷ୍ଟେସନ: ଡେଙ୍ଗାଗୁଡା ନିକଟରେ ସାଇକେଲ ଆଉ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଡେଙ୍ଗାଗୁଡା ନିକଟରେ ସାଇକେଲ ଆଉ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ସୂଚନା ଅନୁଯାୟୀ ରୁକଧର ଭତରା ନାମକ ବ୍ୟକ୍ତି ନିଜ ସାଇକଲ ଯୋଗେ ଯାଉଥିବା ବେଳେ ଡ଼େଙ୍ଗାଗୁଡ଼ା ନିକଟରେ ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେ ପଡି ତାଙ୍କ ଶରୀର ରେ ପ୍ରବଳ କ୍ଷତ ସୃଷ୍ଟି ହେଇଛି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି