ନବରଙ୍ଗପୁର ପୋଲିସ ଷ୍ଟେସନ: ନୂଆବନ୍ଧ ସାହି ରେ ପହଂଚି ତୁରନ୍ତ ସମସ୍ୟାର ସମାଧାନ କଲେ ବିଧାୟକ
ନୂଆବନ୍ଧ ସାହି ରେ ପହଂଚି ତୁରନ୍ତ ସମସ୍ୟାର ସମାଧାନ କଲେ ବିଧାୟକ ପୌରପାଳିକା ର 5 ନୋ ୱାର୍ଡ ନୂଆବନ୍ଧ ସାହି ରେ ପିଏଚଡି ପାଣି ପାଇପ ଫାଟି ରାସ୍ତା ଉପରେ ପାଣି ବୋହୁଥିଲା, ସ୍ଥାନୀୟ ବାସିନ୍ଦା ଏହି ବିଷୟ କୁ ନେଇ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଙ୍କୁ ଜଣାଇଥିଲେ ବିଧାୟକ ତୁରନ୍ତ ପହଂଚି ବିଭାଗୀୟ ଯନ୍ତ୍ରୀ ଙ୍କୁ ଡକାଇ କର୍ମଚାରୀ ଙ୍କ ଦ୍ୱାରା ଭଙ୍ଗା ପାଇପ ର ମରାମତି କରେଇଥିଲେ ବିଧାୟକଏଭଳି ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ଅଞ୍ଚଳବାସୀ ବିଧାୟକ ଙ୍କର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି