ଆଜି ଫେବୃୟାରୀ 2 ତାରିଖ ରାତି 1 ଟା ରୁ 3 ଟା ମଧ୍ୟରେ ଏହି ଚଢାଉ କରି ସଦର ପୋଲିସ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କ ନିକଟରୁ 3260 ଟଙ୍କା ଓ ଗୋଟି ଜବତ ହୋଇଛି। ତେବେ ଏହି ଜୁଆ ଖେଳ ନେଇ ସୁନ୍ଦରଗଡ଼ ଏସପିଙ୍କ ନିକଟକୁ ସୂଚନା ଆସିଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୋଲିସ ଏହି ଚଢାଉ କରିଥଲେ। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ - ସୁନିଲ ଟପ୍ପୋ @ ହନସ୍ ରେଲ ମୁଣ୍ଡା , ବାବଲୁ ରୋହିଦାସ @ ବାରଗାଡ଼ , ସୁରେଶ ଚନ୍ଦ୍ର ପିଙ୍ଗ @ ସୁନ୍ଦର ଗଡ଼, ସନ୍ୟାସୀ କିଶାନ @ ସୁନ୍ଦରଗଡ଼, ସମାରୁ ଯୋଜୋ @ ରସ ରାଜ ପୁର , କାହ୍ନୁ ଚରଣ ପଣ୍ଡା @ ମଝାପଡ଼ା ଓ ବୁଲୁ ବଗାର