ଧନୁପାଲି ପୋଲିସ ଦ୍ୱାରା ଜଣେ ନିଶା କଫ ସିରଫ କାରବାର କରିବା ଅଭିଯୋଗ ରେ ଗିରଫ l ଗିରଫ ଅଭିଯୁକ୍ତ ଜଣକ ହେଲେ ପ୍ରମୋଦ ସିଂ l ପୁଲିସର ସୁଚନା ଅନୁଯାୟୀ, ଆଜି ପେଟ୍ରୋଲିଂ ସମୟରେ ଭତରା ସ୍ୱେରେଜ ପଡିଆ ନିକଟରେ ବେଆଇନ ଭାବରେ ୩୦ ବୋତଲ ନିଶା କଫ ସିରପ, ୧ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ୬୦ଟି ନିଶା ବଟିକା ଏବଂ ୩୦ ଲିଟର ଦେଶୀ ମଦ ପାଇଥିଲା । ଏନେଇ ଧନୁପାଲି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି ସେହିପରି ଧନୁପାଲି ଥାନାଞ୍ଚଳ ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଗତକାଲି ଜଣେ ସିଟି ବସ ଚାଳକ ଙ୍କୁ ମାଡ ଏବଂ ବସରେ ଥିବା ସହାୟିକାଙ୍କ