ବଡସାହି: କରଞ୍ଜିଆରେ ଦିନ ମଜୁରିଆଙ୍କ ଘରଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଲା ବଣୁଆହାତୀ, ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ଅନ୍ଧାର ରାତିରେ ଦୌଡିଲେ
Barsahi, Mayurbhanj | Aug 24, 2025
ବେତନଟୀ ରେଞ୍ଜ ଖଡିଶୋଳ ପଞ୍ଚାୟତର କରଞ୍ଜିଆ ଗ୍ରାମରେ ରବିବାର ରାତି ସାଢେଏଗାରଟାରେ ଏକ ଗୋଠଛଡା ବଣୁଆ ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ଜନବସତି...