ଆଜି ମାର୍ଚ୍ଚ 15 ତାରିଖ ଅପରାହ୍ନ 5 ଟାରେ ପ୍ରଭୁ ରାଧା କୃଷ୍ଣଙ୍କ ଅଷ୍ଟ ପ୍ରହର ନାମ ସଙ୍କୀର୍ତ୍ତନ ସମାପନ ହୋଇଛି। ଦଧି ଭାଣ୍ଡ ଭଞ୍ଜନ ସହ ପ୍ରସାଦ ପାଇ ଲୋକେ କୃତ କୃତ୍ୟ ହୋଇଛନ୍ତି। ସାରା ଗାଁରେ ତିନି ଦିନ ଧରି ଏହି ମହା ମନ୍ତ୍ରର ଗୁଞ୍ଜରଣ ଚାଲିଥିଲା। ଆଜି ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏହି ସାମୁହିକ ଉତ୍ସବ ବିରାମ ନେଇଛି। ତେବେ ଏହି ଅଖଣ୍ଡ ଅଷ୍ଟ ପ୍ରହର ଓ ରାଧକୃଷ୍ଣଙ୍କ ପୂଜାର କର୍ତ୍ତା ଓ କର୍ତ୍ରୀ ଭାବେ ରୁକ୍ମଣ ନାଏକ ଓ ତାଙ୍କ ଧର୍ମ ପତ୍ନୀ ସୁନୀତା ନାଏକ।