ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଟିନପାହାଡି ଗ୍ୟାଙ୍ଗ କୁ ଗିରଫ ନେଇ କ୍ୟାପିଟାଲ ଥାନାରେ ଡିସିପି ଙ୍କ ସାମ୍ବାଦିକ ସମ୍ମିଳନୀ
Bhubaneswar M Corp, Khordha | Sep 13, 2025
ଫ୍ଲାଇଟ ରେ ଆସୁଥିଲେ | ଲଜ ରେ ରହୁଥିଲେ | ଚନ୍ଦନ ମାରି ଚିତା କାଟୁଥିଲେ | ଟାର୍ଗେଟ ରେ ଥିଲେ ଆମ ବସ ଯାତ୍ରୀ, ମାର୍କେଟ ଏବଂ ମଲ ଅଞ୍ଚଳ |...