Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଗୁଣୁପୁର: ଗୁଡାରି ସହରସ୍ଥିତ ନିଘାମନ ସାହିର ଜଣେ ବ୍ୟକ୍ତିଙ୍କ ଘର ବାରିରେ ବଜ୍ରପାତ ରେ ନଡ଼ିଆ ଗଛ ଜଳିଗଲା

Gunupur, Rayagada | Aug 21, 2024
ବୁଧବାର ଅପରାହ୍ନ ପ୍ରାୟ 5ଟା ରେ ରାୟଗଡା ଜିଲ୍ଲା ଗୁଡାରି ସହର ର ନିଘାମନ ସାହିର ଜଣେ ବ୍ୟକ୍ତିଙ୍କ ଙ୍କ ଘର ବାରିରେ ଥିବା ନଡ଼ିଆ ଗଛ ରେ ବଜ୍ରପାତ ଘଟି ନଡ଼ିଆ ଗଛ ଜଳି ଯାଇଛି । ଘରେ କେହି ନଥିବା ଯୋଗୁଁ ଏକ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି। ଏହି ବଜ୍ରପାତ ରେ କେବଳ ନଡ଼ିଆ ଗଛ ଜଳି ଯାଇଥିବା ବେଳେ କୌଣସି କ୍ଷତି ଘଟି ନଥିବା ସୂଚନା ମିଳିଛି।

MORE NEWS