ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ଏନ ଇ ଏଚ ୫ ସଭଗୃହରେ "ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟୀତ୍ୱ "ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନା ଚକ୍ର ର ସଭାପତିତ୍ବ କରିଥିଲେ ସ୍ନା୍ତକୋତ୍ତର ପରିଷଦ ର ଅଧକ୍ଷ ଡ଼କ୍ଟର ପ୍ରଭୁ ପ୍ରସାଦ ଦାସ।ସେ ତାଙ୍କ ଅଭିଭାଷଣ ରେ କହିଥିଲେ ଦୁର୍ନୀତି ଆମ ବିକାଶ ର ପଥରୋଧ କରୁଛି ଓ ନିଜ ସ୍ତରରେ ଦୁର୍ନୀତିକୁ ପ୍ରଥମେ ହଟାଇଲେ ଦେଶ ର ପ୍ରଗତି ହୋଇ ପାରିବ ।