ଘସିପୁରା ବ୍ଲକ ଅନ୍ତର୍ଗତ ଅଳତୀ ଦରିଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ର ଦ୍ଵିତୀୟ ଦିବସ ରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ଲାଟିନମ୍ ଜୁବୁଲି ର ସଭାପତି ଡ଼ଃ ରତିକାନ୍ତ ବରାଳ ଙ୍କ ସଭାପତିତ୍ବରେ ।ମୁଖ୍ୟ ଅତିଥି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ବକ୍ତା ପୁ୍ରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ର ପୁର୍ବତନ ଅଧ୍ୟକ୍ଷ ଦାଶ ବେନୁହୁର, ବରେଣ୍ୟ ଅତିଥି କେନ୍ଦୁଝର ସାଂସଦ ଅନନ୍ତ ନାଏକ