ଝାରସୁଗୁଡା ଜିଲ୍ଲା ଉବୁଡା ଗ୍ରାମ ଯାଇ ଜଗଦୀଶ ଦିଶରୀ ଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କଲେ ଲଖନପୁର ବ୍ଲକ ନାଗରିକ ପରିଷଦ ର ପ୍ରତିନିଧି ମଣ୍ଡଳୀ l ଏମସିଏଲ ଖଣି ଖାଦାନରେ ଜଗଦୀଶ ଦିଶିରୀ ଙ୍କ ପରିବାର ର ଜମି ଅଧିଗ୍ରହଣ ହେବା ପରେ ଜମିହରାଇ ସେମାନେ ସର୍ବସାନ୍ତ ହୋଇଥିବା ବେଳେ ସେମାନଙ୍କୁ ଉଚିତ ନିଯୁକ୍ତି ଏବଂ କ୍ଷତିପୁରଣ ପ୍ରଦାନ କରାନଯିବାରୁ ଜଗଦିଶ ଦିଶରିଙ୍କ ପୁଅ ସୁଜିତ ଦିଶରି ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିଲେ l ତେବେ ଜଗଦୀଶ ଙ୍କ ପରିବାର ପ୍ରତି ହୋଇଥିବା ଏହି ଅନ୍ୟାୟ ର ବିରୋଧରେ ଲଢେଇ ରେ ଲଖନପୁର ନାଗରିକ ପରିଷଦ ପକ୍ଷରୁ ରୁ ସମସ୍ତ ସହଯୋଗ ରହିବ ବୋଲି ଆଜି ଅପରାହ