ବୀରମିତ୍ରପୁର: ନୂଆଗାଁ ଗ୍ରାମପଞ୍ଚାୟତ ନିକଟରେ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଭଣ୍ଡାରାର ଆୟୋଜନ।
ନୂଆଗାଁ ଗ୍ରାମପଞ୍ଚାୟତ ନିକଟରେ ଧୁମଧାମର ସହ ଲକ୍ଷ୍ମୀ ପୂଜା ପାଳନ କରାଯାଇଛି।ଏହି ଅବସରରେ ବହୁ ଭକ୍ତାଳୁ ପୂଜା କରିବା ପାଇଁ ଆସିଥିବା ଦେଖିବାକୁ ମିଳିଥିଲା।ଏଥିନିମନ୍ତେ କମିଟି ପକ୍ଷରୁ ଏକ ଭଣ୍ଡାରାର ଆୟୋଜନ କରାଯାଇଥିଲା।ଏଥିରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ।