Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ

କୋଟପାଡ: ଠିକାଦାରଙ୍କ ବିରୁଦ୍ଧରେ ପୁଣି ଥାନା ଦ୍ୱାରସ୍ତ ହେଲେ କଦଳୀ ପଦର ଗ୍ରାମବାସୀ

Kotpad, Koraput | Nov 28, 2025
ଠକିଦେଲା ଠିକାଦାର, ଅର୍ଦ୍ଧ ନିର୍ମିତ ଆବାସ ଘରକୁ ନେଇ ଚିନ୍ତା ରେ ହିତାଧିକାରୀ l ଠିକାଦାରଙ୍କ ବିରୁଦ୍ଧରେ ପୁଣି ଥାନା ଦ୍ୱାରସ୍ତ ହେଲେ ଗ୍ରାମବାସୀ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଂଚାୟର କଦଳୀ ପଦର ଗାଁ ଲୋକେ ଆଜି ଥାନା ଦ୍ୱାରସ୍ତ ହୋଇଛନ୍ତି l ସୂଚନା ଥାଉକି, ଠିକା ନେଇଥିବା ସତେଇଶି ଘର  ମଧ୍ୟରୁ ଦଶ ଟି ଘର ସମ୍ପୂର୍ଣ୍ଣ କରିଥିବା ବେଳେ ବଳକା ସତର ଟି ଘର ଆଜିବି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି l ଠିକାଦାର ଙ୍କୁ ଘର ନିର୍ମାଣ ଶେଷ କରିବା କୁ ହିତାଧିକାରୀ ଗୁହାରୀ କଲେ ବି ଠିକାଦାର  ଗରିବ ହିତାଧିକାରୀ ଙ୍କ କଥା ଶୁଣୁନି, ଶେଷରେ ଥାନା ଦ୍ୱାରସ୍ତ ହୋଇଛନହିତା
କୋଟପାଡ: ଠିକାଦାରଙ୍କ ବିରୁଦ୍ଧରେ ପୁଣି ଥାନା ଦ୍ୱାରସ୍ତ ହେଲେ କଦଳୀ ପଦର ଗ୍ରାମବାସୀ - Kotpad News