ସୁନ୍ଦରଗଡ ସହର: ହେମଗିର ବ୍ଲକ ଗୋପାଳ ପୁର ପଞ୍ଚାୟତ ଛୁଇ ଢିପାରେ ଅଘଟଣ, ଲଗାଣ ବର୍ଷାରେ ଜଣଙ୍କ ଘର ଭାଙ୍ଗି ୮ଟି ଛେଳି ମୃତ, ରାଜସ୍ବ ବିଭାଗର ତଦନ୍ତ ଜାରି
Sundargarh Town, Sundargarh | Sep 4, 2025
ଆଜି ସେପ୍ଟେମ୍ୱର 4 ତାରିଖ ଭୋର ସମୟରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ତେବେ ଘର ମାଲିକ ନଜରରେ ସକାଳ 6 ଟା ବେଳକୁ ଏହି ଘଟଣା...