ଜୟପୁର: ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ସାନକାଉଡି , ସାନମୁଣ୍ଡାଗୁଡ. ଧଡ୍ରିଗୁଡାରେ ଚଢାଉ, ୩ ମହିଳା ଅଭିଯୁକ୍ତ ଗିରଫ
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ୩ଟି ସ୍ଥାନରେ ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରି ୨୭ ଲିଟର ଦେଶି ମ ଜବତ କରିଛି । ଗିରଫ ଅଭିଯୁକ୍ତ ସାନକାଉଡି , ସାନମୁଣ୍ଡାଗୁଡ. ଧଡ୍ରିଗୁଡାରେ ଚଢାଉ କରି ୩ ଜଣ ମହିଳା ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ମହିଳା ମାନଙ୍କ ଠାରୁ ୨୭ ଲିଟର ଦେଶି ମଦ ଜବତ କରି ସଂନ୍ଧ୍ୟା ୬ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୁଚନା ଦିଆଯାଇଛି ।