ନବରଙ୍ଗପୁର ପୋଲିସ ଷ୍ଟେସନ: ଚିରାୟୁ ମେଡିକାଲ ଷ୍ଟୋର ରେ ତେରାପନ୍ଥ ଯୁବକ ପରିଷଦ, ଦ୍ୱାରା ରକ୍ତଦାନ ଶିବିରର ଆୟୋଜିତ, ରକ୍ତ ଦାନ କଲେ ସାଂସଦ
ଚିରାୟୁ ମେଡିକାଲ ଷ୍ଟୋର ରେ ତେରାପନ୍ଥ ଯୁବକ ପରିଷଦ, ଦ୍ୱାରା ରକ୍ତଦାନ ଶିବିରର ଆୟୋଜିତ ସହରସ୍ଥିତ ଚିରାୟୁ ମେଡିକାଲ ଷ୍ଟୋର ରେ ତେରାପନ୍ଥ ଯୁବକ ପରିଷଦ ଦ୍ୱାରା ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଯୋଗଦାନ କରିଥିଲେ ।ଏହି ରକ୍ତଦାନ ଶିବିରରେ ପ୍ରଥମ ରକ୍ତଦାତା ଭାବେ ସାଂସଦ ନିଜେ ରକ୍ତଦାନ କରି ସମସ୍ତ ଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ ।