ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ନବରଙ୍ଗପୁରର ଦୁଇଟି ବିଜ୍ଞାନ ପ୍ରକଳ୍ପ ଭୋପାଳ ଠାରେ ଆସନ୍ତା ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏନେଇ ନବରଙ୍ଗପୁର ଜିଲ୍ଲାରୁ ଦୁଇଟି ପ୍ରକଳ୍ପ ନେଇ ୧୫ ତାରିଖ ଦିନ ଛାତ୍ର ଓ ଗାଇଡ ଶିକ୍ଷକ ମାନେ ଭୋପାଳ ଯିବେ । ଜିଲ୍ଲାରୁ ଦୁଇ ଟି ପ୍ରକଳ୍ପ ନେଇ ଜଣେ ଛାତ୍ର ଓ ଜଣେ ଛାତ୍ରୀ ଯାଉଥିବାରୁ, ଜିଲ୍ଲା ଶିକ୍ଷାଧିକାରୀ ଉଭୟଙ୍କୁ ଶୁଭେଚ୍ଛା ଜଣେଇଛନ୍ତି